Surprise Me!

ରାଜଧାନୀରେ ଜୀବନ ହାରିଲେ ମହିଳା ହୋମଗାର୍ଡ, ମୃତ ସ୍ୱାମୀଙ୍କୁ ଝୁରି ଝୁରି ନେଲେ ଏପରି ନିଷ୍ପତ୍ତି !

2025-11-06 7 Dailymotion

ମୃତ ହୋମଗାର୍ଡ ହେଉଛନ୍ତି ୨୯ ବର୍ଷୀୟ ସୁଜାତା କର । ସେ ଚନ୍ଦ୍ରଶେଖରପୁର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ୩ ମାସ ତଳେ ସେ ଚାକିରିରେ ଯୋଗ ଦେଇଥିଲେ ।

Buy Now on CodeCanyon