ବାଲିଯାତ୍ରାରେ ଖାଣ୍ଟି ଓଡ଼ିଆ ଖାଦ୍ୟର ଆଗ୍ରହ୍ୟ ବଢୁଛି । ମା' ମହାଲକ୍ଷ୍ମୀ ମହିଳା ମିଶନ ଶକ୍ତି ପକ୍ଷରୁ ଏହାର ଆୟୋଜନ କରାଯାଇଛି ।