Surprise Me!

କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ବ୍ରେକ୍ ଫେଲ୍, 1 ମୃତ 10 ଆହତ

2025-11-07 4 Dailymotion

କନ୍ଧମାଲ-ଗଞ୍ଜାମ ସୀମା କଳିଙ୍ଗା ଘାଟିରେ ଘରୋଇ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

Buy Now on CodeCanyon