ଇନ୍ଧନ ଆମଦାନୀକାରୀରୁ ରପ୍ତାନିକାରୀ ରାଷ୍ଟ୍ର ଦିଗରେ ଭାରତ, ‘ରାସ୍ତା ନିର୍ମାଣରେ ୮୦ ଲକ୍ଷ ଟନ ବର୍ଜ୍ୟବସ୍ତୁ ଉପଯୋଗ’
2025-11-07 5 Dailymotion
ସଡ଼କ ନିର୍ମାଣରେ ବର୍ଜ୍ୟବସ୍ତୁ ଉପଯୋଗ କରିବା ଲାଗି ଯୋଜନା ଏବଂ ନୀତି ପ୍ରଣୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ।