ବାତ୍ୟା 'ମୋନ୍ଥା' ପ୍ରଭାବରେ କଳାହାଣ୍ଡିରେ ଚାଷୀଙ୍କ ବ୍ୟାପକ ଧାନ ଫସଲ କ୍ଷତି ହୋଇଛି । ତହସିଲଦାରଙ୍କୁ ଭେଟି କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ।