କଟକ ବାଲିଯାତ୍ରା 2025 ଧୁମଧାମରେ ଚାଲିଛି । ଏହି ଅବସରରେ ବଲିଉଡ ଗାୟିକା ହର୍ଷଦୀପ କୌର ସାମିଲ ହୋଇ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ।