Surprise Me!

ଲଗାଣ ବର୍ଷାରେ ଭାଙ୍ଗିଲା ବନ୍ଧ, ଉବୁଟୁବୁ ପାଚିଲା ଧାନ କ୍ଷେତ

2025-11-08 2 Dailymotion

ବାତ୍ୟା 'ମୋନ୍ଥା' ଜନିତ ଲଗାଣ ବର୍ଷାରେ ଭାଙ୍ଗିଲା ପୋଖରୀ ବନ୍ଧ । ଗଜପତି ଜିଲ୍ଲା ଲାତୁର ଗାଁରେ 5 ଏକର ଧାନ ଫସଲ ନଷ୍ଟ ହୋଇଛି।

Buy Now on CodeCanyon