Surprise Me!

ନାହିଁ ନାହିଁର ଗାଁ 'ନେପାଳ' : ଦୁଃଖ ଶୁଣିଲେ ଜିଲ୍ଲାପାଳ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

2025-11-08 7 Dailymotion

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଜଙ୍ଗଲ ଘେରା ଗାଁ ନେପାଳ । 30ଟି ପରିବାରରେ ମୋଟ ଲୋକସଂଖ୍ୟା 150 । ଗାଁକୁ ଅଛି ନା ପକ୍କା ରାସ୍ତା, ନା ଜଳୁଛି ବିଜୁଳି ବତି ।

Buy Now on CodeCanyon