ଇଣ୍ଡୋନେସିଆ ବ୍ୟବସାୟୀଙ୍କୁ ସହାୟତା ଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଇଣ୍ଡୋନେସିଆ ପ୍ୟାଭିଲିଅନ ଯୋଗାଇ ଦିଆଯାଇଛି।