କଂଗ୍ରେସ ସମୟରେ ବିକାଶ ପଥ ଭ୍ରଷ୍ଟ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟ ରେ ବିକାଶ ଦ୍ରୁତ ଗତିରେ ଆଗକୁ ବଢୁଛି ବୋଲି କହିଛନ୍ତି ରାମଦାସ ଅଠୱାଲେ ।