ମୃତ ପୀତବାସ ପଣ୍ଡାଙ୍କ ପରିବାରକୁ ଆସୁଛି ଜୀବନରୁ ମାରିଦେବା ଭଳି ଧମକପୂର୍ଣ୍ଣ ଫୋନ୍ କଲ । ସାମ୍ୱାଦିକ ସମ୍ମିଳନୀରେ ମୁହଁ ଖୋଲିଲେ ପତ୍ନୀ ଏବଂ ଭାଇ ।