ପୁରୀ ବସଷ୍ଟାଣ୍ଡରେ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ମକଡ୍ରିଲ ଅନୁଷ୍ଠିତ । ବସରେ ଫାୟାର ଡିଟେକସନ୍ ସିଷ୍ଟମ ରଖାଯିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ ।