ସରିଲା ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର । ଅପରାହ୍ଣ 4ଟାରୁ ଲାଗୁ ହେଲା ସାଇଲେଣ୍ଟ ଅବଧି । ନୂଆପଡା ଛାଡିଲେ ଅନ୍ୟ ଜିଲ୍ଲା ନେତା ।