ନୂଆପଡା-ଛତିଶଗଡ଼ ସୀମାନ୍ତରେ ଥିବା ସ୍କୁଲର ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷା ବଦଳରେ ଲରିଆ ଭାଷା କହୁଛନ୍ତି । ଓଡ଼ିଆ ବୁଝୁଛନ୍ତି ନା କହିପାରୁଛନ୍ତି ।