ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କହିଲେ 'ବେଇମାନ' ଶବ୍ଦ କାହାପାଇଁ ପ୍ରଯୁଜ୍ୟ ନବୀନ ବିଚାର କରନ୍ତୁ ।