Surprise Me!

ଓଡ଼ିଆ ବୁଝୁନାହାନ୍ତି ଓଡ଼ିଶା ପିଲା, ମାତୃଭାଷା ବଦଳରେ କହୁଛନ୍ତି ଲରିଆ ଭାଷା

2025-11-10 8 Dailymotion

ନୂଆପଡା-ଛତିଶଗଡ଼ ସୀମାନ୍ତରେ ଥିବା ସ୍କୁଲର ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷା ବଦଳରେ ଲରିଆ ଭାଷା କହୁଛନ୍ତି । ନା ଓଡ଼ିଆ ବୁଝୁଛନ୍ତି ନା କହିପାରୁଛନ୍ତି ।

Buy Now on CodeCanyon