Surprise Me!

Cold Wave: ଆଗାମୀ 2-3 ଦିନ ଥରିବ ଓଡ଼ିଆ, ଏସବୁ ଜିଲ୍ଲାକୁ ପ୍ରବଳ ଥଣ୍ଡା ୱାର୍ଣ୍ଣିଂ

2025-11-10 1 Dailymotion

ରାଜ୍ୟରେ ଶୀତ ବଢ଼ିବା ସହ କାୟା ବିସ୍ତାର କରୁଛି ଘନ କୁହୁଡ଼ି । ଆହୁରି 2ରୁ 3 ଡିଗ୍ରୀ ତାପମାତ୍ରା ହ୍ରାସ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ।

Buy Now on CodeCanyon