ବାଲିଯାତ୍ରା ପଞ୍ଚମ ସନ୍ଧ୍ୟା: ହମସୁଫି ବ୍ୟାଣ୍ଡର ଗୀତ ତାଳେ ତାଳେ ନାଚିଲେ ଦର୍ଶକ, ସମର୍ଥନ ଓ ଆତିଥ୍ୟ ପ୍ରଶଂସାରେ କଳାକାର
2025-11-10 2 Dailymotion
ଧୁମଧାମରେ ଚାଲିଛି ବାଲିଯାତ୍ରା ମହୋତ୍ସବ । 5ମ ଦିନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ହମସୁଫି ବ୍ୟାଣ୍ଡ । ଗୀତ ତାଳେ ତାଳେ ଦର୍ଶକ ଝୁମିଥିବା ବେଳେ ଖୁସିବ୍ୟକ୍ତ କରିଛନ୍ତି ବ୍ୟାଣ୍ଡ ଟିମ ।