ଓଡ଼ିଶାରେ ଖରାପ ସ୍ଥିତିରେ ରାଜଧାନୀ ଭୁବନେଶ୍ୱର ପ୍ରଦୂଷଣ ମାତ୍ରା । ରାସ୍ତା ଏବଂ ବିଲଡିଂ କାମ ସହିତ ବାଲିଯାତ୍ରା ଯୋଗୁଁ ବାୟୁ ପ୍ରଦୂଷଣ ବଢୁଥିବା ବିଶେଷଜ୍ଞଙ୍କ ଆକଳନ ।