16ତମ ବିଶ୍ୱ ବଡିବିଲ୍ଡିଂ ଏବଂ ଫିଜିକ୍ ସ୍ପୋର୍ଟ୍ସ ଚାମ୍ପିଅନସିପ୍ 2025ରେ ବିଚାରକ ହେବେ ବ୍ରହ୍ମପୁରର ଉମା ଓ ରାଜେଶ । ଇଣ୍ଡୋନେସିଆରେ ୫୨ଟି ଦେଶରୁ ଯୋଗ ଦେବେ ପ୍ରତିଯୋଗୀ ।