ଭୋଟିଂ ନିୟମ ଗୋପନୀୟତାକୁ ଉଲ୍ଲଂଘନ ଅଭିଯୋଗରେ ଧନଞ୍ଜୟଙ୍କୁ ନିଲମ୍ବନ କରାଯାଇଛି । ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ ।