ରାତି ପାହିଲେ ପ୍ରଥମାଷ୍ଟମୀ । ପୋଢୁଆଁ ହେବେ ଚତୁର୍ଦ୍ଧାମୂର୍ତ୍ତି । ନିଆଳିରେ ଥିବା ମହାପ୍ରଭୁଙ୍କ ମାମୁଁ ଘର ମାଧବାନନ୍ଦଜୀଉ ପୀଠରୁ ପ୍ରଥମାଷ୍ଟମୀ ଭାର ଯାଇଛି ।