ଚା' ପରେ ଏବେ କେନ୍ଦୁଝରରେ କଫି ଚାଷ । ଓଡ଼ିଶା କଫି ମିଶନ ସହାୟତାରେ ବର୍ତ୍ତମାନ ସୁଦ୍ଧା 8 ହେକ୍ଟର ଜମିରେ ଲାଗି ସାରିଲାଣି 17000 କଫି ଚାରା ।