ପକ୍ଷୀଙ୍କ ଠାରୁ ବ୍ୟାପୁଛି ବାର୍ଡ ଫାନସିଅର ରୋଗ । ପକ୍ଷୀମାନଙ୍କ ପାଖକୁ ଗଲେ ପିନ୍ଧନ୍ତୁ ମାକ୍ସ । ଏପରି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।