ମହାନଦୀର ଗଡଗଡିଆ ଘାଟରେ ଜାତୀୟ ସ୍ତରୀୟ ମହାନଦୀ ବୋଟ୍ ରେସ୍ ଉଦ୍ଘାଟିତ ହୋଇଯାଇଛି । ଯୁବକଙ୍କ ଫ୍ଲାଏ ବୋଟ୍ ସୋ ସହିତ ଦୁଃସାହସିକ ଜଳକ୍ରୀଡା ଆୟୋଜିତ ହୋଇଛି ।