Surprise Me!

ଫସଲ ଜଗିବାକୁ ଯାଇଥିଲେ; ଅନ୍ଧାରେ ଦଳିଦେଲା ହାତୀ, 2 ଚାଷୀ ମୃତ

2025-11-11 7 Dailymotion

ଫସଲ ରକ୍ଷା କରିବା ପାଇଁ ଚାଷ ଜମିକୁ ଜଗିବାକୁ ଯାଇଥିଲେ । ରାତିରେ ହାତୀ ହାବୁଡ଼ରେ ପଡ଼ିଗଲେ । ଦଳି ଚକଟି 2 ଚାଷୀଙ୍କୁ ମାରିଦେଲେ ହାତୀ ।

Buy Now on CodeCanyon