ସମୁଦ୍ର ବାଲିରେ ପୋତି ହୋଇଯାଇଥିବା କେନ୍ଦ୍ରାପଡ଼ା ସାତଭାୟା ପଞ୍ଚାୟତ ଗହୀରମଥା ଗାଁର ଜମିକୁ ବିକ୍ରି କରି ଦିଆଯାଉଥିବା ଭଳି ସଙ୍ଗୀନ ଅଭିଯୋଗ । ପ୍ରତିକ୍ରିୟା ରଖିଲା ଜିଲ୍ଲା ପ୍ରଶାସନ ।