Surprise Me!

ମୁକୁଳାପଡିଛି ଉପକୂଳ; 25% କର୍ମଚାରୀ ଓ ବିନା ବୋଟରେ କୋଷ୍ଟାଲ୍ ସୁରକ୍ଷା, ବନବିଭାଗ କାନ୍ଧରେ ନାଉ ହୋଇ ସାମୁଦ୍ରିକ ଥାନାର ପାଟ୍ରୋଲିଂ !

2025-11-12 1 Dailymotion

କେନ୍ଦ୍ରାପଡା ଜିଲ୍ଲାର 3ଟି ସାମୁଦ୍ରିକ ଥାନାରେ ଅଛନ୍ତି ମାତ୍ର 25 ପ୍ରତିଶତ କର୍ମଚାରୀ ଏବଂ ମାତ୍ର ଗୋଟିଏ ବୋଟ୍ । ଫଳରେ ଉପକୂଳ ସୁରକ୍ଷା ପାଲଟିଛି ବଡ ଚ୍ୟାଲେଞ୍ଜ ।

Buy Now on CodeCanyon