Surprise Me!

ପର୍ଯ୍ୟଟକ ଖୋଜୁଛି ପର୍ଯ୍ୟଟନ ସ୍ଥଳୀ: ଦୃଷ୍ଟି ଆଢୁଆଳରେ କୁପାରୀ ବୌଦ୍ଧସ୍ତୁପ, ମାନ୍ୟତା ପାଇ ବି ଅବହେଳିତ

2025-11-12 63 Dailymotion

ମରାମତି ଅପେକ୍ଷାରେ କୁପାରୀ ଗାଁର ବୌଦ୍ଧସ୍ତୁପ । ନବମ ଶତାବ୍ଦୀର ଇତିହାସ ସହ ଜଡିତ । ଏଠାକାର ପଥର କୁହେ ପାଲି ଭାଷା !

Buy Now on CodeCanyon