ଭଲ କଣ୍ଟେଣ୍ଟ ସହ ନୂଆ ରୂପ-ଢାଞ୍ଚାରେ ବନାନ୍ତୁ ଫିଲ୍ମ, ସମସ୍ତ ସହଯୋଗ କରିବେ ସରକାର: ମୁଖ୍ୟମନ୍ତ୍ରୀ
2025-11-13 1 Dailymotion
ଫିଲ୍ମ ପ୍ରିଜର୍ଭେସନ ଆଣ୍ଡ ରେଷ୍ଠୋରେସନ ୱାର୍କସପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ ଓଡ଼ିଆ ଚଳଚ୍ଚିତ୍ରର ଗୌରବ ଫେରାଇବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ ହେବ ।