14ରେ ନୂଆପଡ଼ା ଜନାଦେଶ: କାହା ସପକ୍ଷରେ ଯିବ ରାୟ ? ଗଣତି ପାଇଁ ନ୍ୟାସନାଲ କଲେଜରେ ବ୍ୟାପକ ବ୍ୟବସ୍ଥା
2025-11-13 4 Dailymotion
ନୂଆପଡ଼ାରେ 83.45% ମତଦାନ ହୋଇଛି । ପୁରୁଷଙ୍କ ତୁଳନାରେ ପାଖାପାଖି 5000 ଅଧିକ ମହିଳା ଭୋଟ୍ ଦେଇଛନ୍ତି । ଆସନ୍ତାକାଲି 14ଟି ଟେବୁଲରେ 26 ରାଉଣ୍ଡରେ ଗଣତି ପରେ ଫଳାଫଳ ଘୋଷଣା କରାଯିବ ।