ଖୁବଶୀଘ୍ର ଓଡ଼ିଶା ରାଜସ୍ବ ଆଇନରେ ହେବ ସଂଶୋଧନ । ଓଡ଼ିଶା ଗଭର୍ମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଖୁବଶୀଘ୍ର ଆସିବ । ସୂଚନା ଦେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।