କୂଅରେ ଫସିଯାଇଥିଲା ହାତୀ ଶାବକ । ଶାବକ ଉଦ୍ଧାର ହେବା ପରେ, କେନ୍ଦୁଲି ରେଞ୍ଜର ପ୍ରଦୀପ ନାଥ ହାତୀର ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ।