ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି କଳାହାଣ୍ଡିର ବରିଷ୍ଠ କିରାଣୀ । ଭିଜିଲାନ୍ସ ହାତରେ ଡାଏରୀ ସମେତ ଅନେକ କାଗଜପତ୍ର ଲାଗିଛି ।