ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ବିଶ୍ୱ ଜୁଜୁସୁ ଚାମ୍ପିଅନସିପରେ ସିଲଭର ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଶାର ଝିଅ ଅନୁପମା ସ୍ବାଇଁ ।