ବାଲିଯାତ୍ରାର ରେକର୍ଡ଼: 9 ଦିନରେ ହେଲା 400 କୋଟିର ବେପାର, 60 ଲକ୍ଷରୁ ଅଧିକ ଲୋକଙ୍କ ସମାବେଶ
2025-11-14 4 Dailymotion
ଏଥର ବାଲିଯାତ୍ରାରେ ଭଲ ବେପାର ହୋଇଛି । ସବୁଠାରୁ ଭଲ ହୋଇଛି ପଲ୍ଲିଶ୍ରୀ ମେଳାରେ । ଦହିବରା ବ୍ୟବସାୟୀଙ୍କୁୁ ତଳପଡିଆ ଦିଆଯାଇଥିବାରୁ ଭଲବେପାର ହେଲାନି ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି । ।