ନିଆରା ସଂଗ୍ରହାଳୟ 'ମିଶ୍ରଶାଳ': ଯେଉଁଠି ସାଇତା ହୋଇଛି ଅଲୋଡ଼ା ଜିନିଷ, ସ୍ମୃତି ନେଉଛି ନୂଆ ରୂପ
2025-11-15 54 Dailymotion
65 ବର୍ଷୀୟ ଅବସରପ୍ରାପ୍ତ ପ୍ରଫେସର ଅଜୟ କୁମାର ମିଶ୍ରଙ୍କ କଟକ ମଧୁପାଟଣାରେ ରହିଛି ସଂଗ୍ରହାଳୟ 'ମିଶ୍ରଶାଳ' । 7 ବର୍ଷ ଧରି ଚାଲିଥିବା ଏହି ସଂଗ୍ରହାଳୟରେ ରହିଛି 300ରୁ ଅଧିକ ପାରମ୍ପରିକ ଉପକରଣ ।