Surprise Me!

ଧାନ କାଟି ଖଳାକୁ ଆଣିଲାଣି ଚାଷୀ, ଆରମ୍ଭ ହୋଇନି ଧାନ ସଂଗ୍ରହ, କମ୍ ମୂଲ୍ୟରେ ଧାନ ବିକୁଛି ଚାଷୀ!

2025-11-15 3 Dailymotion

ଧାନ କ୍ରୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଉଥିବା DLPC ବୈଠକ ହୋଇ ପାରିନାହିଁ। ଯାହା ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l

Buy Now on CodeCanyon