ନୂଆପଡ଼ା ଉପନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଛନ୍ତି ଜୟ ଢୋଲକିଆ। କାମ କଲାନି ବିଜେଡିର ମହିଳା କାର୍ଡ। ଘାସିରାମଙ୍କୁ ପ୍ରାର୍ଥୀ କରି କଂଗ୍ରେସ ମଧ୍ୟ ନିରାଶ।