କ୍ଲାସରୁମ୍ରୁ କ୍ୟାଣ୍ଡେଲ କ୍ରାଫ୍ଟ; ଚର୍ଚ୍ଚାରେ ଫ୍ୟାନ୍ସି କ୍ୟାଣ୍ଡେଲ ପ୍ରସ୍ତୁତକାରୀ ପ୍ରତୀକ, ଅନଲାଇନ ରହିଛି ଡିମାଣ୍ଡ
2025-11-15 25 Dailymotion
କେନ୍ଦ୍ରାପଡ଼ାର ଯୁବକ ପ୍ରତୀକ ପଲାଇ ଜଣେ ଉଦୀୟମାନ ଫ୍ୟାନ୍ସି ମହମବତୀ ଉଦ୍ୟୋଗୀ ସାଜିଛନ୍ତି । ପାଠ ପଢା ପରେ ଅନ୍ୟ ସମୟରେ ଫ୍ୟାନ୍ସି କ୍ୟାଣ୍ଡେଲ ପ୍ରସ୍ତୁତକରି ହୋଇପାରିଛନ୍ତି ରୋଜଗାରକ୍ଷମ ।