ନୟାଗଡ ମେଳାମ୍ବ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ 3 ବର୍ଷ ହେଲା କାମ ନ କରି ଦରମା ନେଉଥିବା ଅଭିଯୋଗ । ଜିଲ୍ଲା ଶିକ୍ଷା ବିଭାଗର ତଦନ୍ତ ।