Surprise Me!

ସରକାରଙ୍କ କୋଚିଂ ବ୍ୟବସ୍ଥାକୁ ମୁହଁ ମୋଡୁଛନ୍ତି ଛାତ୍ରଛାତ୍ରୀ, ଅନଲାଇନ ନୁହେଁ, ଅଫଲାଇନରେ କୋଚିଂ ଦାବି

2025-11-16 0 Dailymotion

ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସରକାର କୋଚିଂ ବ୍ୟବସ୍ଥା କରିଥିବା ବେଳେ ଏଥିରୁ ମୁହଁ ଫେରାଉଛନ୍ତି ପିଲା । କାରଣ ଅନଲାଇନ୍ କୋଚିଂକୁ ପସନ୍ଦ କରୁନାହିଁନ୍ତି ଛାତ୍ରଛାତ୍ରୀ ।

Buy Now on CodeCanyon