Surprise Me!

ଶୀତ ଦିନେ ଘରେ ଘରେ ଥଣ୍ଡା ଜ୍ୱର, ମନଇଚ୍ଛା ଖାଆନ୍ତୁ ନାହିଁ ଔଷଧ; ସ୍ବାସ୍ଥ୍ୟ ବିଶେଷଜ୍ଞ

2025-11-16 2 Dailymotion

ହଠାତ୍ କମିଲା ତାପମାତ୍ରା, ବଢ଼ିଲା ଶୀତ । ଏବେ ଘରେ ଘରେ ଥଣ୍ଡା ଜ୍ୱର, କାଶ । ମନଇଚ୍ଛା ଔଷଧ ନଖାଇବାକୁ ପରାମର୍ଶ ଦେଲେ ଡାକ୍ତର ।

Buy Now on CodeCanyon