ସମ୍ବଲପୁର ଜିଲ୍ଲାରେ ଗତ 5 ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ 43 ଜଣଙ୍କ ମୃତ୍ୟୁ ହୋଇଥୁବା ବେଳେ 2020ରୁ ଆଜି ପର୍ଯ୍ୟନ୍ତ 38ଟି ହାତୀଙ୍କର ମୃତ୍ୟୁ ହୋଇଛି।