କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗୁରୁତର । ହାଇଭେଣ୍ଟିଲେଟର ସପୋର୍ଟରେ ଚାଲିଛି ଚିକିତ୍ସା । ଗାୟକଙ୍କୁ ଭେଟିଲେ ଅର୍ଦ୍ଧେନ୍ଦୁ ଓ ଅନ୍ତରା ଚକ୍ରବର୍ତ୍ତୀ । ସୁସ୍ଥତା ପାଇଁ ଲୋଡିଲେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ।