ଜଗତସିଂହପୁର ବେହେରାମପୁରରେ ଜଣେ ବାଂଲାଦେଶୀ ମହିଳା ସମେତ 2 ଜଣଙ୍କୁ ଗିରଫ କରିଛି ପୋଲିସ । ଆଡିସନାଲ ଏସପିଙ୍କ ସମେତ ଜଣେ ମହିଳା କନେଷ୍ଟବଳ ଆହତ ହୋଇଛନ୍ତି ।