ମାନେ ସମାଜରେ ଆଣିଛନ୍ତି ପରିବର୍ତ୍ତନ, ଜ୍ଞାନକୁ ଦେଇଛନ୍ତି ନୂଆ ଦିଗଦର୍ଶନ, ଦେଶ ପାଇଁ ସାଜିଛନ୍ତି ପ୍ରେରଣା । ଏହିପରି 7 ମହାନ ବ୍ୟକ୍ତିଙ୍କୁ ରବିବାର ରାମୋଜୀ ଏକ୍ସଲେନ୍ସି ଆୱାର୍ଡ-2025 ରେ ସମ୍ମାନିତ କରାଯାଇଛି ।