Surprise Me!

ରାଜଧାନୀରୁ 40 ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ; ଜଣେ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

2025-11-17 1 Dailymotion

ନଭେମ୍ବର 16 ସନ୍ଧ୍ୟା 6ଟାରେ ଅପରେଶନ୍ ହୋଇଥିଲା। ଲିଙ୍ଗରାଜ ରୋଡ୍ ରେଲୱେ ଷ୍ଟେସନ ଅଞ୍ଚଳରେ ସନ୍ଦିଗ୍ଧମାନେ ଏକାଠି ହୋଇଥିଲେ । ଏହି ସମୟରେ ପୋଲିସ ଟିମ ଚଢଉ କରି ତାଙ୍କୁ ଧରିଥିଲା ।

Buy Now on CodeCanyon