ଉଚ୍ଚଶିକ୍ଷିତ ଯୁବବର୍ଗଙ୍କ ଷ୍ଟାର୍ଟଅପ: ହାତ ପାହାନ୍ତାରେ ସୁସ୍ବାଦୁ ଖାଦ୍ୟ, ଚର୍ଚ୍ଚାରେ FOODK
2025-11-18 175 Dailymotion
ବ୍ରହ୍ମପୁର ଖାଦ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ 8 ଯୁବକଯୁବତୀ ମିଶି ତିଆରି କରିଛନ୍ତି ସ୍ବଦେଶୀ ଆପ୍ ଫୁଡକେ । ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଦେବା ଲକ୍ଷ୍ୟ ।