ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ତାକୁ ନେଇ ପୁଣି ଦେଖାଦେଇଛି ଅନିଶ୍ଚିତତା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହେବ ନିଷ୍ପତ୍ତି ।